ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଦୃଶ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଦୃଶ୍ୟ   ବିଶେଷ୍ୟ

ଅର୍ଥ : ଶରୀରର ଗଠନ

ଉଦାହରଣ : ତାଙ୍କର ଶରୀରଗଢଣ ଭାରି ଭଲ

ସମକକ୍ଷ : ଆକାର, ଗଢ଼ଣ, ଚେହେରା


ଅନ୍ୟ ଭାଷାରେ ଅନୁବାଦ :

शरीर की गठन या उसकी लंबाई, चौड़ाई, प्रकार, स्वरूप आदि।

वर की कद और काठी अच्छी है।
अँगलेट, अँगेट, अँगोट, अंगलेट, अंगेट, अंगोट, काठी

ଅର୍ଥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା

ଉଦାହରଣ : ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି

ସମକକ୍ଷ : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସମାନତା, ସାଦୃଶ୍ୟତା


ଅନ୍ୟ ଭାଷାରେ ଅନୁବାଦ :

रूप, प्रकार, गुण आदि में समान होने की अवस्था।

इन दोनों वस्तुओं में सादृश्य है।
अनुरूपता, अविरोध, एकरूपता, सदृशता, सदृश्यता, समरूपता, समानता, सरूपता, सरूपत्व, सादृश्य

The quality of being similar or comparable in kind or nature.

There is a remarkable homogeneity between the two companies.
homogeneity, homogeneousness

ଅର୍ଥ : ଲକ୍ଷଣାର୍ଥଦ୍ୱାରା କାହାରି ଯୋଗ୍ୟତାର ତୁଳନାରେ ବହୁତ କମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆଜିପର୍ଯ୍ୟନ୍ତ ମୁଁ ଯେତେସବୁ ମନ୍ଦିର ଦେଖିଛି କୌଣସି ମନ୍ଦିର ଏହି ମନ୍ଦିରର ପାସଙ୍ଗରେ ଆସିବ ନାହିଁ

ସମକକ୍ଷ : ତୁଲ୍ୟ, ପାସଙ୍ଗ, ସମାନ


ଅନ୍ୟ ଭାଷାରେ ଅନୁବାଦ :

लक्ष्यार्थ से किसी की योग्यता की तुलना में बहुत कम होने की अवस्था या भाव।

आजतक मैंने जितने मंदिर देखे वे सभी मंदिर इस मंदिर के पासंग भी नहीं हैं।
पसंगा, पसंघा, पासंग, पासंघ

ଅର୍ଥ : ଉପଯୁକ୍ତ ଏବଂ ସଠିକ୍‌ ସଂଯୋଗ ବା ମେଳ

ଉଦାହରଣ : ଆପୋସ ମେଳଦ୍ୱାରା କଠିନରୁ କଠିନ କାମ ବି ସଂଭବ ହୁଏ

ସମକକ୍ଷ : ତାଳ-ମେଳ, ମେଳ, ସମତା, ସାମଞ୍ଜସ୍ୟ


ଅନ୍ୟ ଭାଷାରେ ଅନୁବାଦ :

उपयुक्त और ठीक संयोग या मेल।

आपसी सामंजस्य के द्वारा कठिन से कठिन कार्य भी संभव है।
तारतम्य, ताल-मेल, तालमेल, सामंजस्य

The quality of agreeing. Being suitable and appropriate.

congruence, congruity, congruousness

ସାଦୃଶ୍ୟ   ବିଶେଷଣ

ଅର୍ଥ : ଅନୁରୂପ ବା ରଙ୍ଗ ଆଦି ଦୃଷ୍ଟିକୋଣରୁ ଏକଭଳି ହୋଇଥିବା

ଉଦାହରଣ : ଆମକୁ ଏହି ଶାଢ଼ୀର ଗୋଟିଏ ମ୍ୟାଚିଙ୍ଗ୍ ବ୍ଲାଉଜ ବି ଦରକାର

ସମକକ୍ଷ : ଅନୁରୂପ, ମ୍ୟାଚିଙ୍ଗ୍


ଅନ୍ୟ ଭାଷାରେ ଅନୁବାଦ :

मिलता-जुलता या रंग आदि के आधार पर एक सा।

हमें इस साड़ी का एक मैचिंग ब्लाउज भी चाहिए।
मैचिंग

Intentionally matched.

Curtains and walls were color coordinated.
co-ordinated, coordinated, matching