ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଏଁସାଏଁ ଶବ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଏଁସାଏଁ ଶବ୍ଦ   ବିଶେଷ୍ୟ

ଅର୍ଥ : ନିର୍ଜନ ସ୍ଥାନରେ ବା ନିଛାଟିଆରେ ଆପେଆପେ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ସଂଧ୍ୟା ହୋଇଥିଲା ଓ ଭଙ୍ଗାଘରଆଡ଼ୁ ସାଇଁସାଇଁ ଶବ୍ଦ ଆସୁଥିଲା

ସମକକ୍ଷ : ସାଇଁସାଇଁ ଶବ୍ଦ


ଅନ୍ୟ ଭାଷାରେ ଅନୁବାଦ :

निर्जन स्थानों में या सन्नाटे में आप से आप होने वाला शब्द।

साम का समय था और खंडहर में साँय-साँय हो रही थी।
साँय साँय, साँय-साँय, साँयँ साँयँ, साँयँ-साँयँ