ଅର୍ଥ : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
ଉଦାହରଣ :
ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
ସମକକ୍ଷ : ସହଯୋଗ, ସହଯୋଗିତା ସହକାରିତା
ଅନ୍ୟ ଭାଷାରେ ଅନୁବାଦ :
Joint operation or action.
Their cooperation with us was essential for the success of our mission.ଅର୍ଥ : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
ଉଦାହରଣ :
ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
ସମକକ୍ଷ : ଅଂଶ
ଅନ୍ୟ ଭାଷାରେ ଅନୁବାଦ :
The act of sharing in the activities of a group.
The teacher tried to increase his students' engagement in class activities.