ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହନୀୟ   ବିଶେଷଣ

ଅର୍ଥ : ସହିବା ବା ବରଦାସ୍ତ କରିବା ଯୋଗ୍ୟ

ଉଦାହରଣ : ସନ୍ତାନର ସବୁ କୃତ୍ୟ ମା-ବାପାଙ୍କଦ୍ୱାରା ସହ୍ୟ କରାଯାଇଥାଏ

ସମକକ୍ଷ : ସହନକ୍ଷମ, ସହ୍ୟ


ଅନ୍ୟ ଭାଷାରେ ଅନୁବାଦ :

सहने या बर्दाश्त करने योग्य।

संतान का हर कृत्य माँ-बाप के लिए सह्य होता है।
सहनक्षम, सहनीय, सह्य

Capable of being borne though unpleasant.

Sufferable punishment.
bearable, endurable, sufferable, supportable