ଅର୍ଥ : କୌଣସି ଗୋଷ୍ଠୀର ସବୁଠାରୁ ଭଲ ଲୋକ ବା ବସ୍ତୁ
ଉଦାହରଣ :
ଏହି ଯୁଦ୍ଧରେ ଆମ ସେନାର କିଛି ସର୍ବୋତ୍ତମ ଶହୀଦ ହୋଇଗଲେ
ସମକକ୍ଷ : ସର୍ବୋତ୍କୃଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
किसी समूह के सबसे अच्छे लोग या वस्तुएँ।
इस युद्ध में हमारी सेना के कुछ सर्वोत्तम शहीद हो गए।ଅର୍ଥ : ଯିଏ ସବୁଠାରୁ ଉତ୍ତମ ବା ଶ୍ରେଷ୍ଠ
ଉଦାହରଣ :
ମନୋଜ ବିଦ୍ୟାଳୟର ସର୍ବୋତ୍ତମ ଛାତ୍ରଭାବେ ବଛା ହୋଇଛି
ସମକକ୍ଷ : ଅତ୍ୟୁତ୍ତମ, ସର୍ବଶ୍ରେଷ୍ଠ, ସର୍ବୋତ୍କୃଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
जो सबसे उत्तम या श्रेष्ठ हो।
मनोज विद्यालय का सर्वोत्तम छात्र चुना गया है।(superlative of `good') having the most positive qualities.
The best film of the year.