ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ପିଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ପିଳ   ବିଶେଷଣ

ଅର୍ଥ : ସାପ ଚାଲି ଭଳି ଅଙ୍କାବଙ୍କା

ଉଦାହରଣ : ସର୍ପିଳ ବନ୍ଧନୀର ପ୍ରୟୋଗ ଅଧିକାଂଶ ବୀଜ ଗଣିତରେ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

साँप की चाल की तरह का टेढ़ा-तिरछा।

सर्पिल कोष्ठक का प्रयोग ज्यादातर बीज गणित में होता है।
सर्पिल, सर्पिला

Resembling a serpent in form.

A serpentine wall.
Snaky ridges in the sand.
serpentine, snakelike, snaky

ଅର୍ଥ : ସାପଭଳି କୁଣ୍ଡଳୀ ମାରି

ଉଦାହରଣ : କିଛି ମଶା ଘଉଡ଼ାଇବା ଧୂପ ସର୍ପିଳ ଆକାରର ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

साँप के समान कुंडली मारे हुए।

मच्छर भगाने की कुछ अगरबत्तियाँ सर्पिल आकार की होती हैं।
सर्पिल, सर्पिला

In the shape of a coil.

coiling, helical, spiral, spiraling, turbinate, volute, voluted, whorled