ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରା   ବିଶେଷ୍ୟ

ଅର୍ଥ : ଏକ ମାଟି ତିଆରି ପାତ୍ର ଯାହା ତାଟିଆ ଭଳି ହୋଇଥାଏ

ଉଦାହରଣ : ସେ ପକ୍ଷୀଟି ଆଗରେ ସରାରେ ପାଣି ରଖିଲା

ସମକକ୍ଷ : ପିଆଲା


ଅନ୍ୟ ଭାଷାରେ ଅନୁବାଦ :

मिट्टी का बना एक छोटा, कटोरे की तरह का बर्तन।

उसने पक्षी के आगे कसोरे में पानी रखा।
कसोरा, वर्द्धमान, वर्द्धमानक, वर्धमान, वर्धमानक, सकोरा, सराव, सिकोरा

ଅର୍ଥ : ଦୀପ ଆକାରର ମାତ୍ର ତା ଠାରୁ ବଡ଼ ମାଟିର ଏକ ପାତ୍ର

ଉଦାହରଣ : ମାଧବିକା ମଙ୍ଗଳ କଳଶ ଉପର ସରାରେ ଧାନ ଭର୍ତ୍ତି କରି ରଖୁଛି


ଅନ୍ୟ ଭାଷାରେ ଅନୁବାଦ :

दीये के आकार का पर उससे बड़ा मिट्टी का एक बर्तन।

माधविका मंगल कलश के ऊपर परई में जौ भरकर रख रही है।
परइ, परई, परवा, पारा