ଅର୍ଥ : ଇପ୍ସିତ ସମୟ ମଧ୍ୟରେ କୌଣସି କାର୍ଯ୍ୟ ସମ୍ପନ୍ନ ହେବାପାଇଁ ସମୟ ନିର୍ଦ୍ଧାରଣ କରିବା
ଉଦାହରଣ :
ଯୁବରାଜ ବଲଟିକୁ ସୀମାପାର କରିବାପାଇଁ ସମୟ ନିର୍ଦ୍ଧାରଣ କଲେ
ସମକକ୍ଷ : ସମୟ ଥୟ କରିବା, ସମୟ ନିର୍ଦ୍ଧାରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
* समय का इस प्रकार समयोजन करना कि इच्छित समय पर बल लगे और कार्य हो।
युवराज ने गेंद को सीमा पार पहुँचाने के लिए समय का समायोजन किया।Adjust so that a force is applied and an action occurs at the desired time.
The good player times his swing so as to hit the ball squarely.ଅର୍ଥ : କୌଣସି କାର୍ଯ୍ୟ,ଘଟଣା ଆଦିପାଇଁ ସମୟ ନିର୍ଦ୍ଧାରଣ କରିବା
ଉଦାହରଣ :
ସେ ପ୍ରତ୍ୟେକ କାମ କରିବାପାଇଁ ସମୟ ସ୍ଥିର କରେ
ସମକକ୍ଷ : ସମୟ ଥୟ କରିବା, ସମୟ ନିର୍ଦ୍ଧାରଣ କରିବା, ସମୟ ନିଶ୍ଚିତ କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी कार्य, घटना आदि के लिए समय निर्धारित करना।
वह हर काम करने के लिए समय निर्धारित करता है।Assign a time for an activity or event.
The candidate carefully timed his appearance at the disaster scene.