ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ରାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ରାଟ   ବିଶେଷ୍ୟ

ଅର୍ଥ : ବହୁତ ବଡ଼ ରାଜା ଯାହାଙ୍କ ଅଧୀନରେ ଅନେକ ରାଜା ବା ରାଜ୍ୟଥାଏ

ଉଦାହରଣ : ଆକବର ଜଣେ ଦୟାଳୁ ସମ୍ରାଟ ଥିଲେ

ସମକକ୍ଷ : ବାଦ୍‌ଶାହ, ରାଜା, ଶାହାନ୍‌ଶାହ, ସମ୍ରାଜ୍ଞ


ଅନ୍ୟ ଭାଷାରେ ଅନୁବାଦ :

वह बहुत बड़ा राजा जिसके अधीन अनेक राजा या राज्य हों।

अकबर एक दयालु सम्राट था।
इरेश, ताजदार, शहंशाह, शहनशाह, शाहंशाह, सम्राट

The male ruler of an empire.

emperor

ଅର୍ଥ : କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ

ଉଦାହରଣ : ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ

ସମକକ୍ଷ : ଅଧିପ, ଅଧିପତି, ଅବନୀଶ, ଅବନୀଶ୍ୱର, ଇନ୍ଦ୍ର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବିରେନ୍ଦ୍ର, ଭୂପ, ଭୂପତି, ଭୂପାଳ, ଭୂମିପତି, ଭୂମିପାଳ, ମହୀପତି, ମହୀପାଳ, ରାଜା


ଅନ୍ୟ ଭାଷାରେ ଅନୁବାଦ :

A male sovereign. Ruler of a kingdom.

King is responsible for the welfare of the subject.
king, male monarch, raja, rajah, rex