ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମ୍ମତ ହେବା କ୍ରିୟା ବା ଭାବ
ଉଦାହରଣ : ସମ୍ମତ ହେବାର ଅପେକ୍ଷା ସମସ୍ତଙ୍କୁ ରହେ
ଅନ୍ୟ ଭାଷାରେ ଅନୁବାଦ :हिन्दी
अनुसार होने की क्रिया या भाव।
ଅର୍ଥ : ସହମତ ହେବା
ଉଦାହରଣ : ମୁଁ ଆପଣଙ୍କ କଥା ମାନୁଛି
ସମକକ୍ଷ : ମାନିବା, ରାଜି ହେବା, ସ୍ୱୀକାର କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सहमत होना।
Agree freely.
ସଂସ୍ଥାପନ କରନ୍ତୁ