ଅର୍ଥ : ଯେ କୌଣସି ସଭା ଆଦିକୁ ସମ୍ବୋଧିତ କରନ୍ତି
ଉଦାହରଣ :
ଏହି ସଭାର ସମ୍ବୋଧକ ହେଉଛନ୍ତି ପଣ୍ଡିତ ଘନଶ୍ୟାମ ଦାସ
ସମକକ୍ଷ : ସଂମ୍ବୋଧନ କର୍ତ୍ତା, ସମ୍ବୋଧକ
ଅନ୍ୟ ଭାଷାରେ ଅନୁବାଦ :
वह जो किसी सभा आदि को संबोधित करे।
इस सभा के संबोधक पंडित घनश्यामदास हैं।ଅର୍ଥ : କୌଣସି ସଭାଆଦିକୁ ସଂବୋଧିତ କରିବାବାଲା
ଉଦାହରଣ :
ମଞ୍ଚ ଉପରେ ଆସୀନ ସବୁ ସମ୍ବୋଧନକାରୀ ବିଦ୍ୱାନ
ଅନ୍ୟ ଭାଷାରେ ଅନୁବାଦ :
किसी सभा आदि को संबोधित करनेवाला।
मंच पर सभी संबोधक विद्वान आसीन हैं।