ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବାଦଦାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବାଦଦାତା   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସ୍ଥାନରୁ ଖବର ଲେଖି ଖବରକାଗଜ, ପତ୍ରିକାଆଦିରେ ଛାପିବାପାଇଁ ପଠାନ୍ତି ବା ଦୂରଦର୍ଶନକୁ ସିଧା ଖବର ପ୍ରେରଣ କରନ୍ତି

ଉଦାହରଣ : ଆମ ସମ୍ବାଦଦାତା ବର୍ତ୍ତମାନ କୁଖ୍ୟାତ ତସ୍କର ବିରାପ୍ପାନର ମୃତ୍ୟୁ ଖବର ପଠାଇଛନ୍ତି

ସମକକ୍ଷ : ପତ୍ରକାର, ରିପୋର୍ଟର


ଅନ୍ୟ ଭାଷାରେ ଅନୁବାଦ :

वह जो किसी विशेष स्थान का समाचार लिखकर समाचारपत्र, पत्रिका आदि में छपने के लिए भेजता हो या जो सीधे दूरदर्शन पर समाचार देता हो या भेजता हो।

हमारे संवाददाता ने अभी-अभी संदेश भेजा है कि कुख्यात तस्कर वीरप्पन मारा गया।
अखबारनवीस, अख़बारनवीस, खबरनवीस, खबरी, ख़बरनवीस, ख़बरी, पत्रकार, रिपोर्टर, संवाददाता, सम्वाददाता

A person who investigates and reports or edits news stories.

newsman, newsperson, reporter

ଅର୍ଥ : ଯେଉଁ ବ୍ୟକ୍ତି ସମ୍ବାଦ ଦିଅନ୍ତି

ଉଦାହରଣ : ସ୍ଥାନୀୟ ସମ୍ବାଦଦାତାଙ୍କ ଅନୁସାରେ ଏହି ଖବର ସତ୍ୟ


ଅନ୍ୟ ଭାଷାରେ ଅନୁବାଦ :

पैसे के बदले में गोपनीय जानकारी या ख़बर देनेवाला व्यक्ति।

ख़बरी अभी तक गन्तव्य स्थल तक पहुँचा नहीं है।
खबरी, ख़बरी, मुखबिर, मुख़बिर

A person who investigates and reports or edits news stories.

newsman, newsperson, reporter

ଅର୍ଥ : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ

ଉଦାହରଣ : ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ

ସମକକ୍ଷ : ଚର, ଦୂତ, ସନ୍ଦେଶ ବାହକ


ଅନ୍ୟ ଭାଷାରେ ଅନୁବାଦ :

वह जो कोई विशेष कार्य करने या सँदेशा पहुँचाने के लिए कहीं भेजा जाए।

भगवान राम ने अंगद को दूत बनाकर रावण के पास भेजा।
आह्वायक, दूत, दूतक, वकील

A person who carries a message.

courier, messenger