ଅର୍ଥ : ସମୃଦ୍ଧ ବା ସଂପନ୍ନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଯୁଗ ଯୁଗରୁ ହିଁ ବିଦେଶୀମାନେ ଭାରତର ସମୃଦ୍ଧିରୁ ଫାଇଦା ଉଠାଇଛନ୍ତି
ସମକକ୍ଷ : ବୃଦ୍ଧି, ସମୃଦ୍ଧତା, ସମ୍ପନ୍ନତା
ଅନ୍ୟ ଭାଷାରେ ଅନୁବାଦ :
An economic state of growth with rising profits and full employment.
prosperityଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ
ଉଦାହରଣ :
ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ
ସମକକ୍ଷ : ଅଭିବୃଦ୍ଧି, ଉନ୍ନତି, ଉପଚୟ, ପାଚନ, ପୁଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।
कभी-कभी शारीरिक कमजोरी का कारण उपचय का ठीक तरह से न होना होता है।The synthesis in living organisms of more complex substances (e.g., living tissue) from simpler ones together with the storage of energy.
anabolism, constructive metabolism