ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମିଶ୍ରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମିଶ୍ରିତ   ବିଶେଷଣ

ଅର୍ଥ : ମିଳା ହୋଇଥିବା

ଉଦାହରଣ : ପିତ୍ତଳ ଏକ ମିଶ୍ର ଧାତୁ

ସମକକ୍ଷ : ମିଳିତ, ମିଶ୍ର, ମିଶ୍ରଣ, ମିଶ୍ରିତ, ଯୌଗିକ


ଅନ୍ୟ ଭାଷାରେ ଅନୁବାଦ :

मिलाया हुआ।

पीतल एक मिश्र धातु है।
आमेज़, मिश्र, मिश्रित, संश्लिष्ट, सम्मिश्रित

ଅର୍ଥ : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ

ଉଦାହରଣ : ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି

ସମକକ୍ଷ : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମ୍ମିଳିତ


ଅନ୍ୟ ଭାଷାରେ ଅନୁବାଦ :

किसी से या किसी में मिला हुआ या युक्त।

दाल, चावल, रोटी, सब्जी, सलाद आदि सम्मिलित भोजन स्वास्थ्यप्रद होता है।
ईश्वर दृश्य अदृश्य सबमें सम्मिलित है।
अन्वित, अभिव्याप्त, इकसूत, मिलित, मिश्रित, युक्त, संश्लिष्ट, संसृष्ट, सम्मिलित

Made or joined or united into one.

combined