ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାନାର୍ଥକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାନାର୍ଥକ   ବିଶେଷ୍ୟ

ଅର୍ଥ : ଅର୍ଥ ବିଶେଷରେ ଗୋଟିଏ ଶବ୍ଦର ସୂଚକ ଭାବେ ଅନ୍ୟ ଏକ ଶବ୍ଦ

ଉଦାହରଣ : ଏକ ଶବ୍ଦର କେତେ ସମାନାର୍ଥକ ଶବ୍ଦ ଥାଇପାରେ

ସମକକ୍ଷ : ପର୍ଯ୍ୟାୟବାଚୀ


ଅନ୍ୟ ଭାଷାରେ ଅନୁବାଦ :

एक शब्द के विचार से उसके अर्थ का सूचक दूसरा शब्द।

एक शब्द के कई पर्यायवाची हो सकते हैं।
पर्याय, पर्यायवाची, समानार्थक, समानार्थी

Two words that can be interchanged in a context are said to be synonymous relative to that context.

equivalent word, synonym

ସମାନାର୍ଥକ   ବିଶେଷଣ

ଅର୍ଥ : ସମାନ ଅର୍ଥ ବୁଝାଉଥିବା

ଉଦାହରଣ : କମଳର ଚାରୋଟି ପର୍ଯାୟବାଚୀ ଶବ୍ଦ ଲେଖ

ସମକକ୍ଷ : ପର୍ଯାୟବାଚୀ, ସମାର୍ଥବାଚକ


ଅନ୍ୟ ଭାଷାରେ ଅନୁବାଦ :

समान अर्थ रखनेवाला।

कमल के चार पर्यायवाची शब्द लिखो।
पर्याय, पर्यायवाचक, पर्यायवाची, समानार्थक, समानार्थी

(of words) meaning the same or nearly the same.

synonymous