ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ସତ୍ୟତା ଅନୁମୋଦନ କରାଯାଇଛି
ଉଦାହରଣ : ଆବେଦନ ପତ୍ର ସହିତ ଚରିତ୍ର ପ୍ରମାଣପତ୍ରସହ ପ୍ରତିସ୍ୱାକ୍ଷରିତ ନକଲ ସଂଲଗ୍ନ କରାଯାଇଛି
ସମକକ୍ଷ : ପ୍ରତିସ୍ୱାକ୍ଷରିତ, ସତ୍ୟତା ଅନୁମୋଦିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका सत्यापन किया गया हो।
Proved to be true.
ଅର୍ଥ : ଯାହାକୁ ସମର୍ଥନ କରାଯାଇଛି
ଉଦାହରଣ : ଏହି ପ୍ରାର୍ଥୀ ଆମ୍ଭସମୂହଦ୍ୱାରା ସମର୍ଥିତ ହୋଇଛନ୍ତି
ସମକକ୍ଷ : ଅନୁମୋଦିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका समर्थन किया गया हो।
ସଂସ୍ଥାପନ କରନ୍ତୁ