ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମବାୟ ସଂସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମବାୟ ସଂସ୍ଥା   ବିଶେଷ୍ୟ

ଅର୍ଥ : କେତେକ ବିଶେଷ ପ୍ରକାରର ଉପଭୋକ୍ତା, ବ୍ୟବସାୟୀ ଆଦି ପରସ୍ପର ମିଶି ସମସ୍ତଙ୍କ ଉପକାର ପାଇଁ ଯେଉଁ ସମିତି ବା ସଂସ୍ଥାକୁ ଗଠନ କରନ୍ତି ଓ ଯାହା ମାଧ୍ୟମରେ ସେମାନେ କେତେକ ଜିନିଷ ତିଆରି, ବିକ୍ରି ଆଦିର ବ୍ୟବସ୍ଥା କରନ୍ତି

ଉଦାହରଣ : ସମବାୟ ସଂସ୍ଥାରେ ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷ ଶସ୍ତାରେ ମିଳେ

ସମକକ୍ଷ : ସମବାୟ ସମିତି


ଅନ୍ୟ ଭାଷାରେ ଅନୁବାଦ :

वह समिति या संस्था जो कुछ विशेष प्रकार के उपभोक्ता,व्यवसाई आदि आपस में मिलकर सबके हित के लिए बनाते हैं और जिसके द्वारा वे कुछ चीज़े बनाने,बेचने आदि की व्यवस्था करते हैं।

सहकारी संस्था में रोज़मर्रा की चीज़े सस्ती मिलती हैं।
सहकारी संस्था, सहकारी समिति