ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମନ୍ୱୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମନ୍ୱୟ   ବିଶେଷ୍ୟ

ଅର୍ଥ : ମିଳନର କ୍ରିୟା ବା ଭାବ

ଉଦାହରଣ : ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା

ସମକକ୍ଷ : ମିଳନ, ମେଳ, ସଂଯୋଗ


ଅନ୍ୟ ଭାଷାରେ ଅନୁବାଦ :

मिलने की क्रिया या भाव।

नाटक की समाप्ति पर नायक और नायिका का मिलन हुआ।
अभिसार, अवमर्श, अवियोग, आमोचन, मिलन, मिलनी, मिलान, मिलाप, मेल, वस्ल, संगमन, संधान, संयोग, समन्वय, समन्वयन

A casual or unexpected convergence.

He still remembers their meeting in Paris.
There was a brief encounter in the hallway.
encounter, meeting

ଅର୍ଥ : କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ

ଉଦାହରଣ : ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?

ସମକକ୍ଷ : ତାଳମେଳ, ସୁସଂପର୍କ


ଅନ୍ୟ ଭାଷାରେ ଅନୁବାଦ :

कार्य एवं कारण की संगति या निर्वाह।

समन्वय में समस्या ही कहाँ रहती है?
समन्वय, समन्वयन

The regulation of diverse elements into an integrated and harmonious operation.

coordination