ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଭାମଣ୍ଡପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଭାମଣ୍ଡପ   ବିଶେଷ୍ୟ

ଅର୍ଥ : ଦେବ ମନ୍ଦିରର ଗର୍ଭଗୃହ ସମ୍ମୁଖର ଏକ ସ୍ଥାନ ଯେଉଁଠି ଭକ୍ତମାନେ ବସି ଭଜନ କୀର୍ତ୍ତନ କରନ୍ତି

ଉଦାହରଣ : ଏହି ମନ୍ଦିରର ସଭାମଣ୍ଡପ ବହୁତ ଛୋଟ

ସମକକ୍ଷ : ଜଗମୋହନ


ଅନ୍ୟ ଭାଷାରେ ଅନୁବାଦ :

देव मंदिरों में गर्भगृह के सामने का वह स्थान जहाँ भक्त लोग बैठकर भजन,कीर्तन आदि करते हैं।

इस मंदिर का सभामंडप बहुत छोटा है।
जगमोहन, सभा मंडप, सभा मण्डप, सभा-मंडप, सभा-मण्डप, सभामंडप, सभामण्डप

A hall where many people can congregate.

assembly hall

ଅର୍ଥ : ଏହି ସ୍ଥାନ ଯେଉଁଠି କୋଣସି ସଭା ବା ସମାଜ ଏକତ୍ର ହୋଇଥାନ୍ତି

ଉଦାହରଣ : ସଭାମଣ୍ଡପରେ ଆସୀନ ଜଣେ ଜଣଙ୍କୁ ବଳି ବିଦ୍ୱାନ

ସମକକ୍ଷ : ସଭାମଞ୍ଚ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ कोई सभा या समाज एकत्र होता है।

सभामंडप में एक से एक विद्वान बैठे हुए थे।
सभा मंडप, सभा मण्डप, सभा-मंडप, सभा-मण्डप, सभामंडप, सभामण्डप

A hall where many people can congregate.

assembly hall