ଅର୍ଥ : ଯୌବନ କହୁଥିବା ସମାଚାର
ଉଦାହରଣ :
ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି
ଅନ୍ୟ ଭାଷାରେ ଅନୁବାଦ :
A communication (usually brief) that is written or spoken or signaled.
He sent a three-word message.ଅର୍ଥ : ଏକ ପ୍ରକାରର ବଙ୍ଗାଳି ମିଠେଇ
ଉଦାହରଣ :
ଆମ ଗୁରୁଜୀ ଯେତେବେଳେ ବି କଲିକତା ଯାଆନ୍ତି, ସେଠାରୁ ସେ ବଙ୍ଗାଳି ମିଠେଇ ସନ୍ଦେଶ ଆଣିବାକୁ ଭୁଲନ୍ତି ନାହିଁ ବଙ୍ଗାଳି ମିଠେଇମାନଙ୍କ ଭିତରେ ସନ୍ଦେଶର ଏକ ଅଲଗା ସ୍ଥାନ ରହିଛି
ଅନ୍ୟ ଭାଷାରେ ଅନୁବାଦ :