ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଦସ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଦସ୍ୟ   ବିଶେଷ୍ୟ

ଅର୍ଥ : ସଭା ବା ସମାଜରେ ସମ୍ମିଳିତ ବ୍ୟକ୍ତି

ଉଦାହରଣ : ସେ କେତେକ ସଂସ୍ଥାର ସଦସ୍ୟ ଅଛନ୍ତି

ସମକକ୍ଷ : ସଭାସଦ୍‌


ଅନ୍ୟ ଭାଷାରେ ଅନୁବାଦ :

सभा या समाज में सम्मिलित व्यक्ति।

वह कई संस्थाओं का सदस्य है।
मेंबर, मेम्बर, सदस्य, सभासद

One of the persons who compose a social group (especially individuals who have joined and participate in a group organization).

Only members will be admitted.
A member of the faculty.
She was introduced to all the members of his family.
fellow member, member

ଅର୍ଥ : ସମୂହ ସହ ସମ୍ବନ୍ଧାନ୍ୱିତ କୌଣସି ବର୍ଗ

ଉଦାହରଣ : ମନୁଷ୍ୟ ସ୍ତନଧାରୀ ବର୍ଗର ସଦସ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह जो किसी वर्ग या समूह से संबंधित हो।

मनुष्य स्तनधारी वर्ग का सदस्य है।
मेंबर, मेम्बर, सदस्य

Anything that belongs to a set or class.

Snakes are members of the class Reptilia.
Members of the opposite sex.
member

ଅର୍ଥ : (ବିଶେଷକକୌଣସି ଦେଶ ସହ ସମ୍ବନ୍ଧିତଥିବା ରାଜ୍ୟ)ସେଇ ସଂସ୍ଥା ଯାହା ଅନ୍ୟ ସଂସ୍ଥାରସଦସ୍ୟ

ଉଦାହରଣ : କାନାଡ଼ା ସଂଯୁକ୍ତ ରାଷ୍ଟ୍ର ସଂଘର ସଦସ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह संस्था जो किसी दूसरी संस्था का सदस्य हो (विशेषकर वह राज्य जो किसी देशों के समूह से संबंधित हो)।

कनाडा संयुक्त राष्ट्र संघ का सदस्य है।
मेंबर, मेम्बर, सदस्य

An organization that is a member of another organization (especially a state that belongs to a group of nations).

The library was a member of the interlibrary loan association.
Canada is a member of the United Nations.
member