ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
ଉଦାହରଣ : ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
ସମକକ୍ଷ : ଜୀବ, ପ୍ରାଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सजीव प्राणी या वह जिसमें प्राण हो।
A living thing that has (or can develop) the ability to act or function independently.
ଅର୍ଥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
ଉଦାହରଣ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
ସମକକ୍ଷ : ଚେତନ, ଜୀବନ୍ତ, ଜୀବିତ, ପ୍ରାଣବନ୍ତ
वह प्राणी जो मरा न हो या जिसमें प्राण हो।
People who are still living.
ଅର୍ଥ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
ଉଦାହରଣ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
ସମକକ୍ଷ : ଜୀବିତ
जीता हुआ या जिसमें प्राण हो।
Possessing life.
ସଂସ୍ଥାପନ କରନ୍ତୁ