ଅର୍ଥ : ଉଚିତ ଜାଗାରେ ଠିକ କ୍ରମରେ ଏହି ପ୍ରକାର ରଖିବାର କ୍ରିୟା ଯାହା ଭଲ ଦେଖାଯାଏ
ଉଦାହରଣ :
ଦୋକାନୀ ଦୋକାନରେ ଜିନିଷ ସଜାଇକରି ରଖିଛି
ସମକକ୍ଷ : ବ୍ୟବସ୍ଥିତ କରିବା
ଅନ୍ୟ ଭାଷାରେ ଅନୁବାଦ :
उचित स्थान पर अच्छे क्रम से इस प्रकार रखना कि देखने में अच्छा जान पड़े।
दुकानदार दुकान में सामानों को सजा रहा है।ଅର୍ଥ : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
ଉଦାହରଣ :
ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
ସମକକ୍ଷ : ସଜ୍ଜିତ କରିବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
ଅନ୍ୟ ଭାଷାରେ ଅନୁବାଦ :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrumentଅର୍ଥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ଉଦାହରଣ :
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ସମକକ୍ଷ : ଅଳଙ୍କୃତ କରିବା, ସଜେଇବା, ସଜ୍ଜିତ କରିବା
ଅନ୍ୟ ଭାଷାରେ ଅନୁବାଦ :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।