ଅର୍ଥ : ପ୍ରଥମରୁ ସ୍ୱତନ୍ତ୍ର ବା ଆତ୍ମନିର୍ଭର ଲୋକଙ୍କଦ୍ୱାରା ବା ସଂସ୍ଥାନଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ରାଜନୈତିକ ମଣ୍ଡଳ
ଉଦାହରଣ :
ଏହି ସମ୍ମେଳନୀରେ ୟୁରୋପୀୟ ସଙ୍ଗର ପ୍ରତିନିଧି ମଧ୍ୟ ଭାଗ ନେବେ ବଡ଼ବଡ଼ କମ୍ପାନୀମାନେ ମଧ୍ୟ ନିଜର ଗୋଟିଏ ସଙ୍ଘ ବନାଇଛନ୍ତି
ସମକକ୍ଷ : ୟୁନିୟନ
ଅନ୍ୟ ଭାଷାରେ ଅନୁବାଦ :
A political unit formed from previously independent people or organizations.
The Soviet Union.