ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂସଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂସଦ   ବିଶେଷ୍ୟ

ଅର୍ଥ : ରାଜ୍ୟ ଅଥବା ଶାସନ ସମ୍ବନ୍ଧୀୟ କାମରେ ସହାୟତା କରିବା ଏବଂ ଦେଶର ହିତନିମନ୍ତେ ଆଇନ୍‌ ତିଆରି କରିବାପାଇଁ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସଭା

ଉଦାହରଣ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଗଲାଣି


ଅନ୍ୟ ଭାଷାରେ ଅନୁବାଦ :

राज्य अथवा शासन संबंधी कार्यों में सहायता देने तथा देश हित के लिए नये विधान बनाने के लिए प्रजा द्वारा चुनी प्रतिनिधियों की सभा जो कि भारतीय जनतंत्र के तीन अंगों में से एक है।

संसद् का शीतकालीन सत्र शुरु हो गया है।
व्यवस्थापिका, संसद्

A legislative assembly in certain countries.

parliament