ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂରକ୍ଷଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂରକ୍ଷଣ କରିବା   କ୍ରିୟାପଦ

ଅର୍ଥ : କାହା ପାଇଁ ଜାଗା ସୁରକ୍ଷିତ କରିବା

ଉଦାହରଣ : ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ

ସମକକ୍ଷ : ଆରକ୍ଷଣ କରିବା


ଅନ୍ୟ ଭାଷାରେ ଅନୁବାଦ :

किसी के लिए जगह सुरक्षित करना।

नाटक देखने के लिए उसने मेरे लिए सीट आरक्षित की।
आरक्षित करना, रोकना

Arrange for and reserve (something for someone else) in advance.

Reserve me a seat on a flight.
The agent booked tickets to the show for the whole family.
Please hold a table at Maxim's.
book, hold, reserve

ଅର୍ଥ : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା

ଉଦାହରଣ : ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ

ସମକକ୍ଷ : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା