ଅର୍ଥ : ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
ଉଦାହରଣ :
ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର ଆନନ୍ଦ ନେଇଥାଏ
ସମକକ୍ଷ : ଆତ୍ମନିୟନ୍ତ୍ରଣକାରୀ, ଇନ୍ଦ୍ରିୟଦମନକାରୀ
ଅନ୍ୟ ଭାଷାରେ ଅନୁବାଦ :
जो इंद्रिय को अपने बस में रखता हो या इंद्रिय का निग्रह करनेवाला।
इंद्रियनिग्रही व्यक्ति वास्तविक सुख का आनंद उठाता है।ଅର୍ଥ : କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
ଉଦାହରଣ :
ସାଧୁସନ୍ଥମାନେ ସଂଯମୀ ହେବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
Sparing in consumption of especially food and drink.
The pleasures of the table, never of much consequence to one naturally abstemious.ଅର୍ଥ : ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଉଦାହରଣ :
ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ସମକକ୍ଷ : ସଂଯମଶୀଳ
ଅନ୍ୟ ଭାଷାରେ ଅନୁବାଦ :
In full control of your faculties.
The witness remained collected throughout the cross-examination.