ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂବର୍ଦ୍ଧିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂବର୍ଦ୍ଧିତ   ବିଶେଷଣ

ଅର୍ଥ : ବଢ଼ିବା ବା ବଢ଼ାଯାଇଥିବା

ଉଦାହରଣ : ସଂବର୍ଦ୍ଧନ ଗୃହରେ ବର୍ଦ୍ଧନଶୀଳ ଗଛର ଚାରା ରୋପଣ ଆବଶ୍ୟକ

ସମକକ୍ଷ : ବର୍ଦ୍ଧନଶୀଳ


ଅନ୍ୟ ଭାଷାରେ ଅନୁବାଦ :

बढ़ाया हुआ।

संवर्द्धन-गृह में संवर्द्धित पौधों का रोपण आवश्यक है।
उच्छून, वर्द्धित, वर्धित, संवर्द्धित, संवर्धित

ଅର୍ଥ : ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା

ଉଦାହରଣ : ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି

ସମକକ୍ଷ : ପାଳିତପୋଷିତ, ପୁଷ୍ଟ, ଲାଳିତପାଳିତ


ଅନ୍ୟ ଭାଷାରେ ଅନୁବାଦ :

पाला पोसा या देखभाल किया हुआ।

मेरे दादाजी द्वारा पोषित यह आम का वृक्ष अब फलने लगा है।
पाला-पोसा, पालित, पुष्ट, पोषित, संवर्द्धित, संवर्धित