ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକ୍ରମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକ୍ରମଣ   ବିଶେଷ୍ୟ

ଅର୍ଥ : ରୋଗଜୀବାଣୁ ଶରୀର ମଧ୍ୟରେ ପ୍ରବେଶ କରିବା ପ୍ରକ୍ରିୟା

ଉଦାହରଣ : ବର୍ଷାଦିନେ ସଂକ୍ରମଣ ଅଧିକ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

रोगाणुओं के शरीर में प्रवेश करने की क्रिया।

बरसात के दिनों में संक्रमण अधिक होता है।
इंफेक्शन, इन्फेक्शन, संक्रमण, सङ्क्रमण

(medicine) the invasion of the body by pathogenic microorganisms and their multiplication which can lead to tissue damage and disease.

infection

ଅର୍ଥ : ସୂର୍ଯ୍ୟ ଗୋଟିଏ ରାଶିରୁ ବାହାରି ଅନ୍ୟଟିରେ ପ୍ରବେଶ କରିବା ପ୍ରକ୍ରିୟା

ଉଦାହରଣ : ସଂକ୍ରମଣର ସମୟ ନିଧାର୍ଯ୍ୟ ହୋଇଥାଏ

ସମକକ୍ଷ : ସଂକ୍ରାନ୍ତି


ଅନ୍ୟ ଭାଷାରେ ଅନୁବାଦ :

सूर्य की एक राशि से निकलकर दूसरी में प्रवेश करने की क्रिया।

संक्रमण का समय निश्चित होता है।
पर्व, संक्रमण, संक्रांति, संक्रान्ति, सङ्क्रमण, सङ्क्रान्ति

The act of passing from one state or place to the next.

passage, transition