ଅର୍ଥ : ବର୍ଗ ବା ଶ୍ରେଣୀର ବା ବର୍ଗ ଅଥବା ଶ୍ରେଣୀ ସମ୍ବନ୍ଧିତ
ଉଦାହରଣ :
ସେ ଉଚ୍ଚ ବର୍ଗୀୟ ଲୋକମାନଙ୍କ ମଧ୍ୟରୁ ଜଣେ ସଚିନ ତେନ୍ଦୁଲକର ନିଜର ପ୍ରଥମ ଶ୍ରେଣୀୟ କ୍ରିକେଟ ମ୍ୟାଚ ମୁମ୍ବାଇପାଇଁ ଚଉଦ ବର୍ଷ ବୟସରେ ଖେଳିଥିଲେ
ସମକକ୍ଷ :
ବର୍ଗୀୟ
ଅନ୍ୟ ଭାଷାରେ ଅନୁବାଦ :
वर्ग या श्रेणी का या वर्ग अथवा श्रेणी संबंधी।
वे उच्च वर्गीय लोगों में से हैं।
सचिन तेंदुलकर ने अपना पहला प्रथम श्रेणीय क्रिकेट मैच मुम्बई के लिये चौदह वर्ष की उम्र मे खेला था।
वर्गीय,
श्रेणीय