ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତିକୁ ଶୋଷ ଲାଗୁଛି
ଉଦାହରଣ : ଶୋଷିଲାକୁ ପାଣି ପିଆଇବା ପୁଣ୍ୟ କାମ
ସମକକ୍ଷ : ତୃଷାର୍ତ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह व्यक्ति जिसे प्यास लगी हो।
ଅର୍ଥ : ଯାହାକୁ ଶୋଷ ଲାଗିଛି
ଉଦାହରଣ : ଶୋଷିଲା ବ୍ୟକ୍ତିକୁ ପାଣି ପିଆଇବା ଆମର ଧର୍ମ ପାଣି ଅଭାବରେ ଶୋଷୀ ବ୍ୟକ୍ତିଟି କଷ୍ଟରେ ମରିଗଲା
ସମକକ୍ଷ : ତୃଷିତ, ପିପାସିତ, ପିପାସୁ, ଶୋଷୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे प्यास लगी हो।
Feeling a need or desire to drink.
ସଂସ୍ଥାପନ କରନ୍ତୁ