ଅର୍ଥ : କୌଣସି ବିଶେଷ ଶୈଳୀର ନିୟମର ଅନୁରୂପରେ ବା ଅନୁସାରେ କରିବା
ଉଦାହରଣ :
ପାଣ୍ଡୁଲିପିକୁ ଷ୍ଟାଇଲ କରନ୍ତୁ
ସମକକ୍ଷ : ଷ୍ଟାଇଲ କରିବା, ଷ୍ଟାଇଲରେ କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी विशेष शैली के नियमों के अनुरूप या अनुसार बनाना।
पांडुलिपि को स्टाइल कीजिए।