ଅର୍ଥ : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
ଉଦାହରଣ :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।ଅର୍ଥ : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
ଉଦାହରଣ :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
ସମକକ୍ଷ : ଚଳଣି, ଧାରା, ନିୟମ, ପରମ୍ପରା
ଅନ୍ୟ ଭାଷାରେ ଅନୁବାଦ :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।ଅର୍ଥ : କ୍ରମରେ ଆସୁଥିବା କିମ୍ବା ହେଉଥିବା ବହୁତ କଥା, ଜିନିଷ, ଘଟଣା ଆଦି ଯାହା ପରସ୍ପର ସଂବନ୍ଧିତ
ଉଦାହରଣ :
ଖେଳର ଶୃଙ୍ଖଳା ଆଜିଠାରୁ ଆରମ୍ଭ ହେଲା
ଅନ୍ୟ ଭାଷାରେ ଅନୁବାଦ :
Similar things placed in order or happening one after another.
They were investigating a series of bank robberies.ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଉଦାହରଣ :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ସମକକ୍ଷ : ଅନୁକ୍ରମ, ଅନୁକ୍ରମଣିକା, କ୍ରମ
ଅନ୍ୟ ଭାଷାରେ ଅନୁବାଦ :
A following of one thing after another in time.
The doctor saw a sequence of patients.