ଅର୍ଥ : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
ଉଦାହରଣ :
ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
ସମକକ୍ଷ : ଝାଉଁଳିଯିବା, ମଉଳିଯିବା
ଅନ୍ୟ ଭାଷାରେ ଅନୁବାଦ :
Wither, as with a loss of moisture.
The fruit dried and shriveled.ଅର୍ଥ : ସାରହୀନ ହେବା
ଉଦାହରଣ :
ପରିଶ୍ରମ କରିକରି ମୋ ଦେହ ଶୁଖିଗଲାଣି
ସମକକ୍ଷ : ଝଡ଼ିଯିବା, ଶୀର୍ଣ୍ଣହେବା
ଅନ୍ୟ ଭାଷାରେ ଅନୁବାଦ :