ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଷ୍ଟମଣ୍ଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଷ୍ଟମଣ୍ଡଳ   ବିଶେଷ୍ୟ

ଅର୍ଥ : କିଛି ଲୋକଙ୍କ ଏକ ଦଳ ଯାହା ବିଶେଷ କାର୍ଯ୍ୟ ନିମନ୍ତେ କୌଣସି ଦୂରଯାତ୍ରାରେ ଯାଇଥାନ୍ତି

ଉଦାହରଣ : ଭାରତକୁ ଆସିଥିବା ପାକିସ୍ଥାନୀ ଶିଷ୍ଟମଣ୍ଡଳରେ ୧୦ରୁ ଅଧିକ ସଦସ୍ୟ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

कुछ लोगों का एक दल जो विशेष कार्य हेतु किसी दौरे पर जाता है।

भारत आए पाकिस्तानी शिष्टमंडल में 10 से ऊपर सदस्य हैं।
शिष्टमंडल

A group of representatives or delegates.

commission, delegacy, delegation, deputation, mission