ଅର୍ଥ : ସୈନିକମାନଙ୍କ ରହିବାପାଇଁ ସ୍ଥାନ
ଉଦାହରଣ :
ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
ସମକକ୍ଷ : ଛାଉଣୀ, ସୈନିକ ଶିବିର
ଅନ୍ୟ ଭାଷାରେ ଅନୁବାଦ :
Temporary living quarters specially built by the army for soldiers.
Wherever he went in the camp the men were grumbling.ଅର୍ଥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
ଉଦାହରଣ :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
ଉଦାହରଣ :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment