ଅର୍ଥ : ଅତ୍ୟନ୍ତ ସୁନ୍ଦର ଏକ ବଡ଼ ପକ୍ଷୀ ଯାହାର ପକ୍ଷ ଓ ପୁଚ୍ଛ ଲମ୍ବା ହୋଇଥାଏ
ଉଦାହରଣ :
ମୟୂର ଭାରତର ରାଷ୍ଟ୍ରୀୟ ପକ୍ଷୀ
ସମକକ୍ଷ : କଳାପୀ, କେକୀ, ବରହୀ, ମୟୂର, ଶିଖଣ୍ଡିନୀ
ଅନ୍ୟ ଭାଷାରେ ଅନୁବାଦ :
एक अत्यंत सुंदर बड़ा पक्षी जिसकी पंखनुमा पूँछ लम्बी होती है।
मोर भारत का राष्ट्रीय पक्षी है।Male peafowl. Having a crested head and very large fanlike tail marked with iridescent eyes or spots.
peacockଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
ଉଦାହରଣ :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
ସମକକ୍ଷ : ଅଚଳ, ଗିରି, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶୈଳ, ସ୍ଥାବର
ଅନ୍ୟ ଭାଷାରେ ଅନୁବାଦ :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।