ଅର୍ଥ : କିଛି ଦେଶ,ରାଷ୍ଟ୍ର ଆଦିର ପ୍ରତିନିଧି ଯେଉଁ ବଡ ସମ୍ମିଳନରେ ଭାବ ନେଇଥାନ୍ତି
ଉଦାହରଣ :
ଜୀ-୨୦ ଶିଖର ସମ୍ମିଳନକୁ ଚୀନର ରାଷ୍ଟ୍ରପତି ମଧ୍ୟ ଯାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह बड़ा सम्मेलन जिसमें कई देशों, राज्यों आदि के प्रतिनिधि भाग लेते हैं।
जी-20 शिखर सम्मेलन में चीन के राष्ट्रपति भी जा रहे हैं।