ଅର୍ଥ : ଲୁହାନିର୍ମିତ ମୋଟା ଛଡ଼ ଆକାରର ଟିକେ ଲମ୍ବା ଯେଉଁ ଉପକରଣଦ୍ୱାରା ମାଟିଆଦିରେ ଗର୍ତ୍ତ କରାଯାଏ
ଉଦାହରଣ :
ଗଉଡ ଖୁଣ୍ଟ ପୋତିବାପାଇଁ ଶାବଳରେ ମାଟି ଖୋଳୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ଉପକରଣ
ଉଦାହରଣ :
ଶାବଳ ଲୁହାରେ ତିଆରି ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :