ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସର୍ବଶକ୍ତିମାନରୂପେ ଗ୍ରହଣ କରାଯାଉଥିବା ଶକ୍ତି ନାମକ ଦେବୀଙ୍କ ଉପାସକ
ଉଦାହରଣ : ଶକ୍ତିଉପାସକ ତନ୍ତ୍ରମନ୍ତ୍ରଦ୍ୱାରା ମା ଶକ୍ତିଙ୍କ ପୂଜା କରୁଛନ୍ତି
ସମକକ୍ଷ : ଶକ୍ତିଉପାସକ
ଅନ୍ୟ ଭାଷାରେ ଅନୁବାଦ :हिन्दी
सर्व शक्तिमान मानी जानेवाली शक्ति नामक देवी का उपासक।
ଅର୍ଥ : ଶକ୍ତି ନାମକ ଦେବୀଙ୍କର ବା ତାଙ୍କସହିତ ସମ୍ବନ୍ଧିତ
ଉଦାହରଣ : ଶାକ୍ତ ତନ୍ତ୍ରରେ ଦୁର୍ଗା, କାଳୀଆଦିଙ୍କର ବିଶେଷ ମହତ୍ତ୍ୱ ଅଛି
शक्ति नामक देवी का या उनसे संबंधित।
ସଂସ୍ଥାପନ କରନ୍ତୁ