ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶସ୍ତ୍ରହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶସ୍ତ୍ରହୀନ   ବିଶେଷଣ

ଅର୍ଥ : ଯାହାପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥାଏ

ଉଦାହରଣ : ଯୁଦ୍ଧରେ ନିରସ୍ତ୍ର ଯୋଦ୍ଧା ଉପରେ ଆକ୍ରମଣ କରିବା ଅଧର୍ମ

ସମକକ୍ଷ : ଅସ୍ତ୍ରହୀନ, ନିରସ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

जिसके पास कोई अस्त्र या शस्त्र न हो।

युद्ध में शस्त्रहीन योद्धा पर वार करना अधर्म है।
अबान, असन्नद्ध, निरस्त्र, निश्शस्त्र, निहत्था, बेहथियार, शस्त्रहीन

(used of persons or the military) not having or using arms.

Went alone and unarmed.
Unarmed peasants were shot down.
Unarmed vehicles.
unarmed

ଅର୍ଥ : ବିନା ହତିଆରର

ଉଦାହରଣ : ଅର୍ଜୁନ ଶସ୍ତ୍ରବିହୀନ କର୍ଣ୍ଣଙ୍କ ଉପରକୁ ବାଣ ନିକ୍ଷେପକଲେ

ସମକକ୍ଷ : ଶସ୍ତ୍ରବିହୀନ


ଅନ୍ୟ ଭାଷାରେ ଅନୁବାଦ :

बिना हथियार का।

अर्जुन ने अनायुध कर्ण पर बाण चलाया।
अनायुध, निरायुध, शस्त्रविहीन

Without a weapon.

weaponless