ଅର୍ଥ : କାହାରିକୁ ରହିବା ନିମନ୍ତେ ସ୍ଥାନ ଦେବା
ଉଦାହରଣ :
ଜଙ୍ଗଲରେ ବୁଲୁଥିବା ପଥିକଟିକୁ ସାଧୁ ନିଜ ଆଶ୍ରମରେ ଆଶ୍ରୟ ଦେଲେ
ସମକକ୍ଷ : ଆଶ୍ରୟ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को रहने के लिए स्थान देना।
जंगल में भटके राहगीरों को साधु ने अपने आश्रम में शरण दिया।Provide shelter for.
After the earthquake, the government could not provide shelter for the thousands of homeless people.