ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ୍ଦିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବ୍ଦିନୀ   ବିଶେଷ୍ୟ

ଅର୍ଥ : ପକ୍ଷୀର ବାକ୍ ଅଙ୍ଗ ବା ପକ୍ଷୀ ଯେଉଁ ଅଙ୍ଗରେ ଶବ୍ଦ କରେ

ଉଦାହରଣ : ପ୍ରତ୍ୟେକ ପକ୍ଷୀର ଶବ୍ଦିନୀର ଆକାର ପ୍ରକାର ଅଲଗା ଅଲଗା ହୋଇଥାଏ

ସମକକ୍ଷ : ପକ୍ଷୀ ବାକ୍ ଅଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

पक्षी का वाक अंग या पक्षी का वह अंग जिससे पक्षी आवाज़ करते हैं।

हर पक्षी में शब्दिनी का आकार-प्रकार अलग-अलग होता है।
पक्षी वाक अंग, शब्दिनी

The vocal organ of a bird.

syrinx