ଅର୍ଥ : ଏକ ପ୍ରକାଋ ପ୍ରସିଦ୍ଧ ଘାସ ଯାହା ସବୁଜ ଓ ଧଳା ଦୁଇ ପ୍ରକାର ହୋଇଥାଏ
ଉଦାହରଣ :
ଦୂବ ରସ ପିଇବା ସ୍ୱାସ୍ଥ୍ୟପ୍ରଦ
ସମକକ୍ଷ : ଦୂବ, ଦୂର୍ବା, ଶତପତ୍ରା, ଶତପର୍ବିକା
ଅନ୍ୟ ଭାଷାରେ ଅନୁବାଦ :
Trailing grass native to Europe now cosmopolitan in warm regions. Used for lawns and pastures especially in southern United States and India.
bahama grass, bermuda grass, cynodon dactylon, devil grass, doob, kweek, scutch grass, star grassଅର୍ଥ : ଭାର୍ଗବ ଋଷିଙ୍କ ପତ୍ନୀ
ଉଦାହରଣ :
ଶତପର୍ବାଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being