ଅର୍ଥ : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
ଉଦାହରଣ :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
ସମକକ୍ଷ : ଊର୍ଜା, ପ୍ରାକୃତିକ ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ଉଦାହରଣ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ସମକକ୍ଷ : କ୍ଷମତା
ଅନ୍ୟ ଭାଷାରେ ଅନୁବାଦ :
The power or right to give orders or make decisions.
He has the authority to issue warrants.ଅର୍ଥ : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
ଉଦାହରଣ :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
ସମକକ୍ଷ : ଇଶ୍ୱରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି କରି ପାରିବାର କ୍ଷମତା
ଉଦାହରଣ :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
ଅନ୍ୟ ଭାଷାରେ ଅନୁବାଦ :
The quality of being capable -- physically or intellectually or legally.
He worked to the limits of his capability.ଅର୍ଥ : ଗୋଟିଏ ମାତ୍ରା ଛନ୍ଦ
ଉଦାହରଣ :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
ଉଦାହରଣ :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
ସମକକ୍ଷ : ସାମର୍ଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
An area in which something acts or operates or has power or control:.
The range of a supersonic jet.ଅର୍ଥ : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
ଉଦାହରଣ :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
ସମକକ୍ଷ : ପରାକ୍ରମ, ବାହୁବଳ, ଭୁଜବଳ
ଅନ୍ୟ ଭାଷାରେ ଅନୁବାଦ :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।ଅର୍ଥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ଉଦାହରଣ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ସମକକ୍ଷ : ତାକତ୍, ପାରିବାପଣ, ବଳ, ସମର୍ଥନ
ଅନ୍ୟ ଭାଷାରେ ଅନୁବାଦ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।