ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅତି ଖଳ ଲୋକ
ଉଦାହରଣ : ଅସୀମଟା ଶକୁନି, ତା କଥାରେ ପଡ଼ ନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत दुष्ट व्यक्ति।
ଅର୍ଥ : କୌରବମାନଙ୍କ ମାମୁ
ଉଦାହରଣ : ଶକୁନି ସବୁବେଳେ ଦୁର୍ଯୋଧନଙ୍କୁ ପାଣ୍ଡବମାନଙ୍କ ବିରୋଧରେ ଉତ୍ତେଜିତ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कौरवों का मामा।
An imaginary being of myth or fable.
ଅର୍ଥ : ଜଣେ ଦୈତ୍ୟ
ଉଦାହରଣ : ପୁରାଣରେ ଶକୁନିର ବର୍ଣ୍ଣନା ମିଳେ
एक दैत्य।
ସଂସ୍ଥାପନ କରନ୍ତୁ