ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋଦା   ବିଶେଷ୍ୟ

ଅର୍ଥ : ନଳାର ଟିକେ ଓସାରିଆ ଯେଉଁ ଭାଗ କୂଅପାଖରେ ଥାଏ ଓ ପାଣି ମଡ଼ାଇବା ସମୟରେ ଯେଉଁଥିରେ ପାଣି ବାହାରକରି ଢଳାଯାଏ

ଉଦାହରଣ : କୃଷକ ଶୀଘ୍ରଶୀଘ୍ର ତେଣ୍ଡାରେ ପାଣି ବାହାରକରି ନୋଧାରେ ଢାଳୁଛି

ସମକକ୍ଷ : ନୋଦା, ନୋଧା, ଲୋଧା


ଅନ୍ୟ ଭାଷାରେ ଅନୁବାଦ :

नाली का थोड़ा चौड़ा वह भाग जो कुएँ के पास होता है और सिंचाई हेतु जिसमें कुएँ से पानी निकालकर डाला जाता है।

किसान जल्दी-जल्दी ढेंकुली से पानी निकाल-निकालकर चौढ़े में गिरा रहा है।
चौढ़ा, छिउलारा, सोकार