ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକସେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକସେବା   ବିଶେଷ୍ୟ

ଅର୍ଥ : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ

ଉଦାହରଣ : ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ

ସମକକ୍ଷ : ଜନସେବା, ମାନବସେବା, ସମାଜସେବା


ଅନ୍ୟ ଭାଷାରେ ଅନୁବାଦ :

जन-साधारण के हित अथवा उपकार के लिए सेवाभाव से किए जाने वाले काम।

मदर टेरेसा ने अपना सारा जीवन लोकसेवा में बीताया।
जनसेवा, लोकसेवा

An organized activity to improve the condition of disadvantaged people in society.

social service, welfare work

ଅର୍ଥ : ଜନତା ବା ଜନ-ସାଧାରଣଙ୍କ ହିତ

ଉଦାହରଣ : ସେ ନିଜର ସାରାଜୀବନ ଜନସେବାରେ କଟାଇଲେ

ସମକକ୍ଷ : ଜନସେବା


ଅନ୍ୟ ଭାଷାରେ ଅନୁବାଦ :

जनता या जन-साधारण के हित काम।

जनहित करना ही उनके जीवन का उद्देश्य था।
जन-हित, जनहित

ଅର୍ଥ : ଜନତା ବା ଜନ-ସାଧାରଣଙ୍କ ହିତକାମ

ଉଦାହରଣ : ଲୋକସେବା କରିବା ହିଁ ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା

ସମକକ୍ଷ : ଜନସେବା


ଅନ୍ୟ ଭାଷାରେ ଅନୁବାଦ :

जनता या जन-साधारण का हित।

उन्होंने अपना सारा जीवन जनहित में बिताया।
जन-हित, जनहित

ଅର୍ଥ : ଲୋକଙ୍କର ଉପକାର କରିବା କାର୍ଯ୍ୟ

ଉଦାହରଣ : ଜନସେବାଦ୍ୱାରା ମୋତେ ସୁଖଦ ଅନୁଭୂତି ମିଳେ

ସମକକ୍ଷ : ଜନକଲ୍ୟାଣ, ଜନସେବା, ଲୋକହିତ, ଲୋକୋପକାର


ଅନ୍ୟ ଭାଷାରେ ଅନୁବାଦ :

लोगों का उपकार करने की क्रिया।

मुझे लोकोपकार में सुखद अनुभूति की प्राप्ति होती है।
जन कल्याण, जन सेवा, लोक कल्याण, लोक सेवा, लोक हित, लोकार्थ, लोकोपकार

Voluntary promotion of human welfare.

philanthropic gift, philanthropy

ଅର୍ଥ : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ

ଉଦାହରଣ : ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ

ସମକକ୍ଷ : ଜନସେବା, ମାନବସେବା, ସମାଜସେବା


ଅନ୍ୟ ଭାଷାରେ ଅନୁବାଦ :

राज्य की सेवा या नौकरी,जो वस्तुतः जनसाधारण के हित के लिए होती है।

पुलिस,न्यायाधीश आदि लोकसेवा के लिए नियुक्त किए जाते हैं।
जनसेवा, लोकसेवा

Employment within a government system (especially in the civil service).

public service