ଅର୍ଥ : ଲେଖିବାର ଢଙ୍ଗ
ଉଦାହରଣ :
ସମସ୍ତଙ୍କ ଲେଖନଶୈଳୀ ଅଲଗା ଅଲଗା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆୟ ବ୍ୟୟ ଆଦିର ବିବରଣ
ଉଦାହରଣ :
ବ୍ୟାଙ୍କବାଲା ସବୁ ମାସରେ ହିସାବ କରନ୍ତି
ସମକକ୍ଷ : ହିସାବ, ହିସାବ କିତାବ
ଅନ୍ୟ ଭାଷାରେ ଅନୁବାଦ :
आय-व्यय आदि का विवरण।
दूकानदार हर दिन का हिसाब अपने खाते में लिखते हैं।The procedure of calculating. Determining something by mathematical or logical methods.
calculation, computation, computingଅର୍ଥ : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ଉଦାହରଣ :
ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ସମକକ୍ଷ : ଅନୁଚ୍ଛେଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲେଖାଯାଇଥିବା ଜିନିଷ
ଉଦାହରଣ :
ତାଙ୍କର ସାହିତ୍ୟିକ ରଚନା ପଢ଼ିବାରେ ରୁଚି ଅଛି
ସମକକ୍ଷ : ରଚନା
ଅନ୍ୟ ଭାଷାରେ ଅନୁବାଦ :
लिखी हुई वस्तु।
पत्र, दस्तावेज, पद्य, गद्य आदि सभी लेख हैं।