ଅର୍ଥ : ଲୁହା ସଂପର୍କରେ ଆସି କୌଣସ ଖାଦ୍ୟବସ୍ତୁ ଲୁହାର ରଙ୍ଗ ବା ସ୍ୱାଦ ଭଳି ଲାଗିବା
ଉଦାହରଣ :
ଲୁହାପାତ୍ରରେ ରହିବାଯୋଗୁଁ ଦହି ଲୁହାଟିଆ ହେଇଗଲାଣି
ସମକକ୍ଷ : ଲୁହାଳିଆ ହେଇଯିବା
ଅନ୍ୟ ଭାଷାରେ ଅନୁବାଦ :
लोहे के संपर्क में आने के कारण किसी खाद्य वस्तु में लोहे का रंग या स्वाद आ जाना।
लौहपात्र में रखने के कारण दही लोहा गया है।